ଡଙ୍ଗର୍ ଫେରାଇବା Ḍaṅgar pherāibā

  • ଦେ. (ବ୍ୟଙ୍ଗ) କ୍ରି—(ତୁଳ. ହି. ଡଙ୍ଗର୍ =ଗୋମେଷାଦି ଚତୁଷ୍ପଦ ଜୀବ) — ହଳ ବୁଲାଇବା — To plough a field
  • ଦେ. (ବ୍ୟଙ୍ଗ) କ୍ରି—(ତୁଳ. ହି. ଡଙ୍ଗର୍ =ଗୋମେଷାଦି ଚତୁଷ୍ପଦ ଜୀବ) — ଗୋମେଷାଦିଙ୍କୁ ଚରିବା ବେଳେ ଜଗିବା — To tend cattle while grazing