ଡଙ୍କାଇବା Ḍaṅkāibā

  • ଦେ. କ୍ରି (ଡଙ୍କ ଶଦ୍ଦରୁ ଓଡ଼ିଆ ନାମ ଧାତୁ) — (ଲତା) ବୃଦ୍ଧିପାଇ ଡଙ୍କ ବା ଅଗ୍ରଭାଗ ବିସ୍ତାର କରିବା; ଲଟାଇବା — To send out creeping tendrils or shoots (said of creepers while growing)