ଡଙ୍କ ମୋଡ଼ିଦେବା Ḍaṅka moṟḍ̠idebā
- ଦେ. କ୍ରି. — (ଜଳାଭାବରୁ ବା ପ୍ରଚଣ୍ଡ ଖରା— ଯୋଗୁଁ ବା ମୂଳକାଟି ଦେବାରୁ)ବୃକ୍ଷ— ଲତାଦିର କୋମଳ ଅଗ୍ରଭାଗ ମଉଳିଯିବା ବା ଝାଉଁଳି ଯିବା — To wither at the top (said of plants and creepers)
- ଦେ. କ୍ରି. — (ଯଥା—ଖରାରେ ଲାଉ ଗଛଟି ଡଙ୍କ ମୋଡ଼ି ଦେଲାଣି।)
- ଦେ. କ୍ରି. — (ଆଘାତାଦିଜନିତ ହୁର୍ବଳତା ଯୋଗୁଁ କୌଣସି ପ୍ରାଣୀର) ମୁଣ୍ଡ ଅଂଶ ବେକଠାରୁ ଏକପାଖକୁ ଢଳି ପଡିବା — To bend down one's head, being overcome with weakness
- ଦେ. କ୍ରି. — (ଯଥା— ସର୍ପାଘାତରେ ସେ ମନୁଷ୍ୟଟି ଡଙ୍କ ମୋଡ଼ି ଦେଲାଣି।)
- ଦେ. କ୍ରି. — ଲତା ବା ବୃକ୍ଷାଦିର କୋମଳ ଅଗ୍ରଭାଗକୁ ମୋଡ଼ି ପକାଇବା — To twist the tender shoot of a plant or creeper
- ଦେ. କ୍ରି. — କୌଣସି ଲୋକର ବେକଠାରୁ ମୁଣ୍ଡକୁ ମୋଡ଼ି ମାରି ପକାଇବା — To wring out a person's neck