ଡଙ୍କ ଛୁଇଁବା Ḍaṅka chhuiṅbā

  • ଦେ. ବି. (ଶୁଭବାଚନ; କିମ୍ବା ସଂ. ଦଂଶ=ନାହୁଡ଼) — ସର୍ପଘାତ — (Eupheism) Snake- bite
  • ଦେ. ବି. (ଶୁଭବାଚନ; କିମ୍ବା ସଂ. ଦଂଶ=ନାହୁଡ଼) — [ଦ୍ର— ସାପର ନାମ ଉଚ୍ଚାରଣ କରିବା ଅମଙ୍ଗଳର ଭାବି ଲୋକେ ସାପ ନାମ ନ ଧରି ଡଙ୍କ, ଲଅ, ଲହ, ଲମ୍ବଜନ୍ତୁ ଆଦି ଶଦ୍ଦ ବ୍ଯବହାର କରନ୍ତି।]