ଡକେଇବା Ḍakeibā
- ଦେ. କ୍ରି — ଡାକିବା କ୍ରିୟାର ଣିଜନ୍ତ ରୂପ — Causative of Ḍākibā
- ଦେ. କ୍ରି — ଡାକି ଆଣିବା ନିମନ୍ତେ ଲୋକ ପଠାଇବା — To call for; to send for
- ଦେ. କ୍ରି — ଶକୁନି ଦୁଃଶାସନ କର୍ଣ୍ଣେ ଡକାଇଲେ— କୃଷ୍ଣସିଂହ. ମହାଭାରତ. ବନ।
- ଦେ. କ୍ରି — ତଲବ କରିବା; ଉପସ୍ଥିତ ହେବାପାଇଁ ସଂବାଦ ପ୍ରେରଣ କରିବା — To summon
- ଦେ. କ୍ରି — ଚିତ୍କାର କରିବାକୁ ବାଧ୍ୟ କରିବା — To cause a person to shout