ଡକେଇତି, ଡକେଏତି Ḍake (i)eti

  • ଦେ. ବି — ବଳ ପ୍ରୟୋଗପୂର୍ବକ ଦଳବଦ୍ଧ ଦସ୍ୟୁଙ୍କ ଦ୍ୱାରା ଲୁତତରାଜ; ଦଳବଦ୍ଧ ହୋଇ ଲୁଣ୍ଠନ କରିବା — Dacoity; gang robbery
  • ଦେ. ବି — [ଦ୍ର—ଭାରତୀୟ ଦଣ୍ଡବିଧି ଆଇନର 391 ଦଫାରେ ଡକାଇତି ଅପରାଧର ସଂଜ୍ଞା ଦିଆ ଯାଇଅଛି। 5 ଜଣରୁ ଅଧିକ ବ୍ଯକ୍ତି ଚୋରି କରିବା ବା ଜବରଦସ୍ତି ଜିନିସ ଛଡ଼ାଇନେବା ସମ୍ପର୍କରେ ବଳ ପ୍ରୟୋଗ କଲେ ବା କାହାରିକୁ ଆଘାତ ବା ହତ୍ୟା କଲେ ବା କରିବାକୁ ଭୟ ଦେଖାଇଲେ ଉକ୍ତ ଅପରାଧକୁ ଡକାଇତି ବୋଲାଯାଏ। ଏହା ଗୋଟିଏ ଗୁରୁତର ଅପରାଧ ଓ ଏଥିର ଦଣ୍ଡବିଧାନ 395 ଦଫାରେ ଅଛି।] — [ଦ୍ର—ଭାରତୀୟ ଦଣ୍ଡବିଧି ଆଇନର391ଦଫାରେ ଡକାଇତି ଅପରାଧର ସଂଜ୍ଞା ଦିଆ ଯାଇଅଛି5ଜଣରୁ ଅଧିକ ବ୍ଯକ୍ତି ଚୋରି କରିବା ବା ଜବରଦସ୍ତି ଜିନିସ ଛଡ଼ାଇନେବା ସମ୍ପର୍କରେ ବଳ ପ୍ରୟୋଗ କଲେ ବା କାହାରିକୁ ଆଘାତ ବା ହତ୍ୟା କଲେ ବା କରିବାକୁ ଭୟ ଦେଖାଇଲେ ଉକ୍ତ ଅପରାଧକୁ ଡକାଇତି ବୋଲାଯାଏ ଏହା ଗୋଟିଏ ଗୁରୁତର ଅପରାଧ ଓ ଏଥିର ଦଣ୍ଡବିଧାନ395ଦଫାରେ ଅଛି]