ଡକାଡକି Ḍaka ḍaki

  • ଦେ. ବି — ପରସ୍ପର ଆହ୍ୱାନ — Calling each other
  • ଦେ. ବି — ଆସ ଆସ ଡକାଇଡକିରେ ସେ ଡକା ପକାଇ ଅଛନ୍ତି ପିକେ। ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।
  • ଦେ. ବି — ଉଚ୍ଚୈଃସ୍ୱରରେ ବହୁବାର ଡାକିବା — Outcry; repeated shouts
  • ବିଣ — ପରସ୍ପର ଦ୍ୱାରା ଆହୂତ — Called by each other
  • ବିଣ — ସଖୀମାନେ ସଖିତ୍ୱ ହୃଦୁଁ ଛାଡ଼ିଦେଇ ଡକାଡକି ହୋଇଲେ ଯୁଝିବାର ପାଇଁ। କୃଷ୍ଣସିଂହ, ମହାଭାରତ. ଭୀଷ୍ମ।