ଡକା ପାଡ଼ିବା Ḍakā pāṟḍ̠ibā
- ଦେ. କ୍ରି — ଉଚ୍ଚୈଃସ୍ୱରରେ ଶବ୍ଦ କରିବା — To utter a loud cry
- ଦେ. କ୍ରି — ସେଠାରୁ ସେହି ଶ୍ୱାନ ଡକା ପାଡ଼ି ଗଲା। କୃଷ୍ଣସିଂହ. ମହାଭାରତ. ଆଦି।
- ଦେ. କ୍ରି — ଉଚ୍ଚୈଃସ୍ୱରରେ କାନ୍ଦିବା; କାନ୍ଦ— ବୋବାଳି କରିବା — To lament loudly; to wail
- ଦେ. କ୍ରି — ମାତାମାନେ ତାହା ଦେଖିଣ ଦୁଃଖୀ ହୋଇ, ପାଡ଼ିଲେ ଡକା ଉଚ୍ଚେ ବଦନ ଶୁଖାଇ। କୃଷ୍ଣସିଂହ. ମହାଭାରତ. ବନ।