ଡକା କରିବା Ḍakā karibā

  • ଦେ. କ୍ରି — ବଡ଼ ପାଟିକରି କହିବା; ରଡ଼ି କରିବା — To speak in a very loud voice; to shout
  • ଦେ. କ୍ରି — କି କରୁଛ ବ୍ରାହ୍ମଣ ବୋଲି କଲେ ଡକା— କୃଷ୍ଣସିଂହ. ମହାଭାରତ. ବନ।