ଠୋକରାଇବା Ṭkarāibā
- ଦେ. କ୍ରି. (ଧ୍ୱନ୍ୟନୁକରଣ; ତୁଳ ସଂ. ତ୍ରୋଟି— ପକ୍ଷି ଚଞ୍ଚୁ) — କଠିନ ପଦାର୍ଥକୁ ଚଞ୍ଚୁ ଦ୍ୱାରା ଧୀରେ ଧୀରେ ଆଘାତ କରିବା; ଖୁମ୍ପିବା — To peck at
- ଦେ. କ୍ରି. (ଧ୍ୱନ୍ୟନୁକରଣ; ତୁଳ ସଂ. ତ୍ରୋଟି— ପକ୍ଷି ଚଞ୍ଚୁ) — କଠିନ ପଦାର୍ଥରେ ଅନ୍ଯ କଠିନ ବସ୍ତୁକୁ ଧୀରେ ଧୀରେ ଅର୍ଥାତ୍ ଠୁକୁଠୁକୁ କରି ଆଘାତ କରିବା — To rap; to knock slowy and repeatedly
- ଦେ. କ୍ରି. (ଧ୍ୱନ୍ୟନୁକରଣ; ତୁଳ ସଂ. ତ୍ରୋଟି— ପକ୍ଷି ଚଞ୍ଚୁ) — ଉପର୍ଯ୍ୟୁପରି ସାମାନ୍ୟ ଠଣାମାରିବା — To repeatedly strike with the knuckle
- ଦେ. କ୍ରି. (ଧ୍ୱନ୍ୟନୁକରଣ; ତୁଳ ସଂ. ତ୍ରୋଟି— ପକ୍ଷି ଚଞ୍ଚୁ) — ଠୋକର ଦେବା (ଦେଖ) — Ṭkara debā (See)