ଠୋକର ଲାଗିବା Ṭhokara lāgibā

  • ଦେ. ବି — ଚାଲୁଥିବା ବ୍ଯକ୍ତିର ଆଙ୍ଗୁଠି ବା ଘୋଡ଼ାର ଟାପୁ ଭୂମିକୁ ବାହାରି ପଡ଼ିଥିବା କୌଣସି କଠିନ ବସ୍ତୁରେ ବାଜିବା — The coming of a stumbling block on the way