ଠୋକର ଦେବା Ṭhokara debā
- ଦେ. କ୍ରି — ଠଣା ଠୁଙ୍କିବା — To strike with the knuckle
- ଦେ. କ୍ରି — କଥା କହିବା ବ୍ଯକ୍ତିକୁ କଥା କହୁଥିବା ମଝିରେ ମଝିରେ ତୀବ୍ର ମନ୍ତବ୍ୟ ପ୍ରକାଶପୂର୍ବକ ବାଧା ଦେବା — To obstuct a person during his speech by passing unpleasant or ironical remarks at intervals
- ଦେ. କ୍ରି — କୌଣସି ବ୍ୟକ୍ତିକୁ ସାବଧାନ ବା ସତର୍କ କରିଦେବା; ତାକିଦ କରିବା — To warn; to give a warning
- ଦେ. କ୍ରି — ଧୀରେ ଧୀରେ ଆଘାତ କରିବା — To give slight strokes;