ଠୋକର ଖାଇବା Ṭhokara khāibā

  • ଦେ. କ୍ରି — ଝୁଣ୍ଟି ପଡ଼ିବା — To strumble; to trip
  • ଦେ. କ୍ରି — ବାଧା ପାଇବା — To be obstructed
  • ଦେ. କ୍ରି — ଠେକିବା 3 (ଦେଖ) — ଠେକିବା(ଦେଖ)—. Ṭhekibā (See)