ଠୋ ପଟକା Ṭho paṭakā

  • ଦେ. (ଧ୍ୱନ୍ୟନୁକରଣ)ଅ — ଠୋ ଶବ୍ଦ କରି — Making a loud report
  • ଦେ. (ଧ୍ୱନ୍ୟନୁକରଣ)ଅ — ତତକ୍ଷଣାତ୍; ସଙ୍ଗେ ସଙ୍ଗେ — At once; at a trice; immediately
  • ଦେ. (ଧ୍ୱନ୍ୟନୁକରଣ)ଅ — ଜୀବନଟା ପାଣି ଫୁଟୁକା ଫାଟିଯିବ ଠୋ ପଟକା। ଭିକାରୀ, ଗୀତଲହରୀ।