ଠୋ କରି Ṭho kari

  • ଦେ. କ୍ରି. ବିଣ — (ସଂ. ସ୍ପଷ୍ଟ) ଠୋସ୍ କରି; ସ୍ପଷ୍ଟରୂପେ (କହିବା) — (to speak) Clearly or plainly
  • ଦେ. କ୍ରି. ବିଣ — ( 2 ଟି କଠିନ ବସ୍ତୁର ଆଘାତ ଜନିତ ଧ୍ୱନି) ଠୋ ଶବ୍ଦ ଜାତ କରି; ସଶବ୍ଦରେ — (ଟି କଠିନ ବସ୍ତୁର ଆଘାତ ଜନିତ ଧ୍ୱନି) ଠୋ ଶବ୍ଦ ଜାତ କରି; ସଶବ୍ଦରେ—. Producing a loud cracking sound
  • ଦେ. କ୍ରି. ବିଣ — (ସଂ. ହଠାତ୍) ହଠାତ୍; ଅଗ୍ର ପଶ୍ଚାତ୍ କିଛି ବିଚାର ନ କରି — Suddenly; without mature consideration
  • ଦେ. କ୍ରି. ବିଣ — ଠୋ କରି ଛିଣ୍ଡାଇ ଦେନା। କବିସୂର୍ଯ୍ୟ. କିଶୋରୀଚମ୍ପୂ. ଠ ଗୀତ।