ଠେଙ୍ଗା Ṭheṅgā

  • ଦେ. ବି.—(ସଂ. ଟଙ୍କ=ଗୋଡ଼; ଏହା ଗୋଡ଼ ପରି ଲମ୍ବ ଓ ମୋଟ; ସଂ. ଦଣ୍ଡ) — ଲାଠି — A staff; club; bludgeon
  • ଦେ. ବି.—(ସଂ. ଟଙ୍କ=ଗୋଡ଼; ଏହା ଗୋଡ଼ ପରି ଲମ୍ବ ଓ ମୋଟ; ସଂ. ଦଣ୍ଡ) — ଲାଠିଦ୍ୱାରା ଆଘାତ — A blow with a bludgeon
  • ପ୍ରାଦେ. (ଗଡ଼ଜାତ) ବି — ଗଡ଼ଜାତର ଚଉକିଦାରବିଶେଷ — A class of additional village-watchmen