ଠେକିବା Ṭhekibā

  • ଦେ. କ୍ରି (ସଂ. ସ୍ଥଗ୍ ଧାତୁ) — ଗୋଟିଏ ଟାଣ ବସ୍ତୁ ଅନ୍ଯ ଗୋଟିଏ ଟାଣ ବସ୍ତୁରେ ହାବୁଡ଼ିବା — To strike (one hard thing against another); to collide with
  • ଦେ. କ୍ରି (ସଂ. ସ୍ଥଗ୍ ଧାତୁ) — ଠିକିବା; ବାଧା ପାଇବା — To be obstructed
  • ଦେ. କ୍ରି (ସଂ. ସ୍ଥଗ୍ ଧାତୁ) — ସଂସାରରେ ଦୁଃଖ ପାଇବା — To suffer in the world
  • ଦେ. କ୍ରି (ସଂ. ସ୍ଥଗ୍ ଧାତୁ) — ସଂସାରରେ ଅନୁଭବ ଦ୍ୱାରା କଷ୍ଟ ବା ବାଧା ସଙ୍ଗେ ପରିଚିତ ହେବା — To become acquainted with the ups and downs of life by experience
  • ଦେ. କ୍ରି (ସଂ. ସ୍ଥଗ୍ ଧାତୁ) — (ଲକ୍ଷଣାର୍ଥ) ମାତ୍ରାରେ ଖୁବ ବେଶି ହୋଇଯିବା; ଖୁବ୍ ଚଢା଼ ହୋଇଯିବା — (figurative) To rise up to; to go up to
  • ଦେ. କ୍ରି (ସଂ. ସ୍ଥଗ୍ ଧାତୁ) — (ଯଥା—ମୋର ନିତି ଅଧଲାକର ଆପୁ ଆସି ଆଜିକାଲି ଦଶ ପଇସାରେ ଠେକିଲାଣ।)