ଠେକା Ṭhekā

  • ଦେ. ବି. (ସଂ. ସ୍ଥଗ୍ ବା ଷ୍ଠଗ୍ ଧାତୁ ଗୋପାନ) — ମୁଣ୍ଡରେ ଲୁଗା ଦ୍ୱାରା ଗୁଡ଼ିଆ ହୋଇଥିବା ପରିଧାନ; ପାଗ; ପଗଡ଼ି — Truban; head-dress
  • ଦେ. ବି. (ସଂ. ସ୍ଥଗ୍ ବା ଷ୍ଠଗ୍ ଧାତୁ ଗୋପାନ) — ହାବିଳି ବାଣର ମୁଣ୍ଡରେ ବନ୍ଧାଯିବା ନାଗନଳି ବା ନକ୍ଷତ୍ର— ନଳି — A tube filled with Bengal lights tied to the top of a rocket which emits star-like sparks from high
  • ଦେ. ବି. (ସଂ. ସ୍ଥଗ୍ ବା ଷ୍ଠଗ୍ ଧାତୁ ଗୋପାନ) — ମାଟିର ଘଡ଼ି — Small earthen pitcher or jug
  • ଦେ. ବି. (ସଂ. ସ୍ଥଗ୍ ବା ଷ୍ଠଗ୍ ଧାତୁ ଗୋପାନ) — ଠେକା କହେ ବେକାରେ ତୁ କୋଉ ମଣିଷରେ ଲେଖାରେ—ତଗ।
  • ପ୍ରାଦେ. (ମେଦିନୀପୁର) ବି — ଟୋକେଇ; ପାଛିଆ — Small basket
  • ପ୍ରାଦେ. (ମେଦିନୀପୁର) ବି — (ଗଡ଼ଜାତ) ବି—ମୋଟା କାଠ ଆଦି ଫଟାଇବା ପାଇଁ ବ୍ଯବହୃତ ବଡ଼ ମୁଗୁର ବା ହାତୁଡ଼ି — A big mallet used for splitting up thick logs of wood
  • ପ୍ରାଦେ. (ମେଦିନୀପୁର) ବି — (ସମ୍ବଲପୁର); ତୁଳ, ହି. ଏହି ଅର୍ଥରେ ଏହି ଶବ୍ଦ)— ଠିକା; କଣ୍ଟ୍ରାକ୍ଟ — Contractor's job