ଠେକ ଯିବା Ṭheka j̄ibā

  • ଦେ. କ୍ରି — ଟିକିଏ ଉଚ୍ଚତର ହେବା; ଅପେକ୍ଷାକୃତ ଡେଙ୍ଗା ହେବା — To be a little higher or taller
  • ଦେ. କ୍ରି — (ଯଥା—ବଡ଼ ପୁଅଟି ସାନ ପୁଅଠାରୁ ଠେକ ଯିବ।)