ଠୂଳ ଶୂନ୍ୟ Ṭhūla ṡūnya

  • ଦେ. ବି (ତାନ୍ତ୍ରିକ ବା ଶୂନ୍ଯ ସାଧନା) — ଜୀବାତ୍ମା ପରମାତ୍ମାଙ୍କ ମିଳନ—ସ୍ଥଳ — (tantric exercise) The imaginary centre or meeting place of the Individual Soul and the divine Soul