ଠୁଣ୍କା Ṭhuṇ-kā
- ଦେ. ବି. — ଟୁଣୁକା (ଦେଖ) — Ṭuṇukā (See)
- ବିଣ.—[ସଂ. ଖଟ୍ଟନ=ଖର୍ବ (ଆପ୍ତେ)] — ବାଙ୍ଗୁରା; ଠୁରା — 2. Dwarf; diminutive
- ବିଣ.—[ସଂ. ଖଟ୍ଟନ=ଖର୍ବ (ଆପ୍ତେ)] — ଛୋଟ ଅଥଚ ସୁନ୍ଦର — Pretty; small and graceful
- ବିଣ.—[ସଂ. ଖଟ୍ଟନ=ଖର୍ବ (ଆପ୍ତେ)] — ଛୋଟ ଅଥଚ ମୋଟ
- ବିଣ.—[ସଂ. ଖଟ୍ଟନ=ଖର୍ବ (ଆପ୍ତେ)] — (ଠୁଣକା; ଠୁଣୁକା—ଅନ୍ୟରୂପ) — 3. Short and stout; stumpy