ଠୁଙ୍କାଇବା Ṭhuṅkāibā

  • ଦେ. କ୍ରି — ଅନ୍ଯ ବ୍ଯକ୍ତି ଦ୍ୱାରା ଠୁଙ୍କା ବା ପ୍ରହାର କରାଇବା — To cause a person to be cudgelled
  • ଦେ. କ୍ରି — (ଯଥା—ପିଲାମାନେ ଘରେ ଦୁଷ୍ଟାମୀ କରିବାରୁ ପିତା ଗୁରୁଙ୍କୁ କହି ସେମାନଙ୍କୁ ଆଚ୍ଛାକରି ଠୁଙ୍କେଇଲେ।)