ଠୁକୁଠୁକା Ṭhuku-ṭhukā
- ଦେ. ବି — ବ୍ୟଞ୍ଜନର ପ୍ରକାରବିଶେଷ; କ୍ଷୁଦ୍ର ମତ୍ସ୍ୟାଦିର ଅଳ୍ପ ରସଯୁକ୍ତ ବ୍ୟଞ୍ଜନ; ଛୋଟ ମାଛ କିମ୍ବା ଛୋଟ ଫୁଲ— ବଡ଼ି ବା ଛତୁକୁ ମସଲା ପାଣି ଦେଇ ପାଣି ଶୁଖି— ଯିବା ଅବସ୍ଥା ପର୍ଯ୍ୟନ୍ତ ଚୁଲିରେ ବସାଇ ତିଆରି କରିବା ବ୍ୟଞ୍ଜନ, ଯେଉଁ ଅବସ୍ଥାରେ ତିଅଣ ସଜଳ ବା ନିର୍ଜଳ ରହେ ନାହିଁ — Curry cooked in such a manner that it is neither watery nor waterless