ଠୁକି ଠୁକି ଦେବା Ṭhuki ṭhuki debā

  • ଦେ. କ୍ରି — ଚାପୁଡ଼େଇବା; ଧୀରେ ଧୀରେ ଆଘାତ କରିବା — To pat; to strike slowly
  • ଦେ. କ୍ରି — ଅର୍ଜୁନ ବାହୁ ଆଣ୍ଟ ବୁଝିବା ପାଇଁକି ଚିପି ଚିପି ଇନ୍ଦ୍ର ଯେ ଦେଲେ ଠୁକି ଠୁକି। କୃଷ୍ଣସିଂହ. ମହାଭାରତ, ବନ।