ଠୁକା ଠୁକି Ṭhukāṭhuki

  • ଦେ. ବି — ଦୁଇ ଜଣଙ୍କ ମଧ୍ୟରେ ସାମାନ୍ୟ ଉତ୍ତର— ପ୍ରତ୍ୟୁତ୍ତର ବା କଳି — A breeze; slight verbal attercation
  • ଦେ. ବି — ପରସ୍ପର ମଧ୍ୟରେ ସାମାନ୍ୟ ଶବ୍ଦରେ ଆଘାତ ପ୍ରତିଘାତ — Mutual pecking at each other
  • ଦେ. ବି — ଚଢ଼େଇ ଦିଓଟି ଠୁକାଠୁକି—ଶିଶୁକ୍ରୀଡ଼ା ଗୀତ।