ଠିଲେଇବା Ṭhileibā

  • ଦେ. କ୍ରି. (ସଂ. ସ୍ଥୂଳ) — ଅତି ମାତ୍ରାରେ ପୂର୍ଣ୍ଣ ହେବା — To be full to overflowing
  • ଦେ. କ୍ରି. (ସଂ. ସ୍ଥୂଳ) — (ଯଥା—ନଈରେ ପାଣି ଠିଲେଇଛି।)
  • ଦେ. କ୍ରି. (ସଂ. ସ୍ଥୂଳ) — ପଛଆଡ଼ୁ ଠେଲିବା — To push from behind
  • ଦେ. କ୍ରି. (ସଂ. ସ୍ଥୂଳ) — (ଯଥା—ଗଙ୍ଗାରେ ଜୁଆର ପାଣି ଠିଲେଇଛି।)