ଠିର୍କେଇବା Ṭhirkeibā

  • ଦେ. କ୍ରି — କୌଣସି ବ୍ଯକ୍ତିକୁ ବା ଜୀବକୁ ଆଗରୁ ସାବଧାନ କରି ଦେବାରୁ କୌଣସି ସ୍ଥଳରୁ ସେ ଚାଲି ଯିବାର ଉପାୟ କରିବା; ଟରକେଇବା — To warn away a person or animal from a place