ଠିକ୍ ଠାକ୍ Ṭhik-ṭhāk
- ଦେ. ବିଣ ଓ କ୍ରି. ବିଣ — ସୁନିଶ୍ଚିତ; ସ୍ଥିରୀକୃତ — Settled
- ଦେ. ବିଣ ଓ କ୍ରି. ବିଣ — ନିୟମାଧୀନ — Ordered; orderly
- ଦେ. ବିଣ ଓ କ୍ରି. ବିଣ — ନିରୂପିତ; ନିର୍ଦ୍ଦିଷ୍ଟ — Certain; ascertained
- ଦେ. ବିଣ ଓ କ୍ରି. ବିଣ — ସୁସମାହିତ — Completed; well arranged
- ଦେ. ବିଣ ଓ କ୍ରି. ବିଣ — କମ୍ ବା ବେଶି ନ ହୋଇ — Fitting, exact; precies
- ଦେ. ବିଣ ଓ କ୍ରି. ବିଣ — ନିଷ୍ପତ୍ତି କରା ଯାଇଥିବା — Decided; settled