ଠିକ୍ କରିବା Ṭhik karibā

  • ଦେ. କ୍ରି (ଧମକାଣରେ ବ୍ଯବହୃତ) — (ଲକ୍ଷଣାର୍ଥ) ସୁଶାସିତ କରିବା ବା ଜବତ୍ କରିବା — (figurative) To bring under control; to teach a lesson
  • ଦେ. କ୍ରି (ଧମକାଣରେ ବ୍ଯବହୃତ) — (ଯଥା—ମୁଁ ତତେ ଠିକ୍ କରି ଦେବି)
  • ଦେ. କ୍ରି (ଧମକାଣରେ ବ୍ଯବହୃତ) — ନିଷ୍ପନ୍ନ ବା ସମ୍ପନ୍ନ କରିବା — To complete; to accomplish
  • ଦେ. କ୍ରି (ଧମକାଣରେ ବ୍ଯବହୃତ) — ନିଶ୍ଚୟ ବା ସ୍ଥିର କରିବା; ନିରୂପଣ କରିବା — To ascertain; to settle; to make sure
  • ଦେ. କ୍ରି (ଧମକାଣରେ ବ୍ଯବହୃତ) — ବାଟକୁ ଆଣିବା; ସୁଧାରିବା — To set right