ଠିକରିବା Ṭhikaribā

  • ଦେ. କ୍ରି.—(ସଂ. ସ୍ତକ୍, ଷ୍ଟକ୍=ପ୍ରତିଘାତ) — (ଆଖି) ଝଲସି ଯିବା ବା ବୁଜି ହୋଇ ଯିବା; ବାଧା ପାଇବା — To be dazzled; to be dazed (said of the eyes.)
  • ଦେ. କ୍ରି.—(ସଂ. ସ୍ତକ୍, ଷ୍ଟକ୍=ପ୍ରତିଘାତ) — ଠିକରି ପଡ଼ୁଛି ଠାବେ ଠାବେ ନେତ୍ର ହେରି ଏ ଚନ୍ଦ୍ରମା ହାଟ। ରାଧାନାଥ. ପାର୍ବତୀ।
  • ଦେ. କ୍ରି.—(ସଂ. ସ୍ତକ୍, ଷ୍ଟକ୍=ପ୍ରତିଘାତ) — [ଦ୍ର—ଏ କ୍ରିୟାର ଅସମାପିକାରୂପ ସଙ୍ଗେ ପଡ଼ିବା, ଯିବା କ୍ରିୟାର ସମାପିକାରୂପ ଲାଗେ।]