ଠିକରାଇବା Ṭhikarāibā

  • ଦେ. କ୍ରି — ଠିକରିବାର ଣିଜନ୍ତରୂପ — The causative from of 'Ṭhikaribā'
  • ଦେ. କ୍ରି — ଝଲସାଇବା — To dazzle
  • ଦେ. କ୍ରି — କିମ୍ବା ନୈଶସିନ୍ଧୁ—ବାହୀ ନାବିକର ଆଖି ଠିକରାଇ। ରାଧାନାଥ. ମହାଯାତ୍ରା।