ଠିକଣା Ṭhikaṇā

  • ଦେ. ବି [ସଂ. ସ୍ଥା ଧାତୁ (Beams); ସଂ. ସ୍ଥାନ] — ସ୍ଥିରତା; ଥୟ; ନିଶ୍ଚୟତା — Stability; certainty; precision; fixity
  • ଦେ. ବି [ସଂ. ସ୍ଥା ଧାତୁ (Beams); ସଂ. ସ୍ଥାନ] — କୂଳ କିନାରା; ଚିହ୍ନ; ନିଦର୍ଶନ; କଳନା — Trace or vestige of any thing
  • ଦେ. ବି [ସଂ. ସ୍ଥା ଧାତୁ (Beams); ସଂ. ସ୍ଥାନ] — ପତ୍ତା; ବାସସ୍ଥାନ, କୌଣସି ବ୍ଯକ୍ତିଙ୍କ ରହିବା ସ୍ଥାନ — Residence; address; where-abouts of a person
  • ଦେ. ବି [ସଂ. ସ୍ଥା ଧାତୁ (Beams); ସଂ. ସ୍ଥାନ] — ସତ୍ୟ ବା ସୁନିଶ୍ଚିତ ସଂବାଦ — Accurate or exact information
  • ଦେ. ବି [ସଂ. ସ୍ଥା ଧାତୁ (Beams); ସଂ. ସ୍ଥାନ] — ଯୋଗାଡ଼; ଆୟୋଜନ; ବନ୍ଦୋବସ୍ତ — Arrangement; desposition
  • ଦେ. ବି [ସଂ. ସ୍ଥା ଧାତୁ (Beams); ସଂ. ସ୍ଥାନ] — ଶେଷ ସୀମା; ଶେଷ ଉଦ୍ଦେଶ୍ୟ — The end; last aim; desired limit
  • ଦେ. ବି [ସଂ. ସ୍ଥା ଧାତୁ (Beams); ସଂ. ସ୍ଥାନ] — କୌଣସି ବିଷୟର ସ୍ଥିରୀକରଣ — Ascertainment