ଠିକ ଠିକ Ṭhika ṭhika

  • ଦେ. ବିଣ (ବହୁବଚନ) — କୌଣସି ସମାଜରେ ବା ସ୍ଥାନରେ ବିଶିଷ୍ଟ ବା ଗଣ୍ୟମାନ୍ୟ (ବ୍ଯକ୍ତିଗଣ) — Very respectable and leading (person) of a locality or society. elite;
  • ଦେ. ବିଣ (ବହୁବଚନ) — (ଯଥା—ଏ ଗାଆରୁ ଠିକ୍ ଠିକ୍ 5 ଜଣ ଲୋକଙ୍କୁ ଡାକି ଏ ନିଷାପ କରାଇବା।) — (ଯଥା—ଏ ଗାଆରୁ ଠିକ୍ ଠିକ୍5ଜଣ ଲୋକଙ୍କୁ ଡାକି ଏ ନିଷାପ କରାଇବା)
  • ଦେ. ବିଣ (ବହୁବଚନ) — ସାର; ମୂଲ୍ୟବାନ — Substantial; valuable
  • ଦେ. ବିଣ (ବହୁବଚନ) — ଶୁଣି ବାବୁ ନିରାକାର ଠିକଠିକ କଥା—ପ୍ରାଚୀ ବ୍ରହ୍ମନିରୂପଣଗୀତା।
  • ଦେ. ବିଣ (ବହୁବଚନ) — ବଛା ବଛା — Chosen; select