ଠିକ କରିବା Ṭhika karibā

  • ଦେ. କ୍ରି — ସମଷ୍ଟି କରିବା; ଯୋଗ କରିବା — To sum up; to add together
  • ଦେ. କ୍ରି — ଏକାଧିକ ସଂଖ୍ୟାର ଯୋଗଫଳ ବାହାର କରିବା — To cast up a sum, to work out the total of more than one number