ଠିଆ ଲଙ୍ଗୁଳି କ୍ଷେତ Ṭhiā laṅguḻi ksheta

  • ଦେ. ବି — ଯେଉଁ ଜଳମୟ କ୍ଷେତ୍ରରେ ସର୍ବଦା ଆଣ୍ଠୁକଠାରୁ ବେଶି ଜଳ ପୂର୍ଣ୍ଣ ଥାଏ। ଯେଉଁ କ୍ଷେତରେ କୃଷି— ପ୍ରକ୍ରିୟା ସବୁ (ଯଥା—ଧାନରୁଆ, ବିଲବଛା, ଖେଳୁଆ ଆଦି) କୃଷକ ଠିଆ ହୋଇ କରିବାକୁ ବାଧ୍ୟ ହୁଏ — Water-logged field where the agriculturist is obliged to perform agricultural operations in a standing posture (as there is more than knee-deep of water in it)