ଠିଆ ବାହି ଦଣ୍ଡା Ṭhiā bāhi daṇḍā
- ଦେ. ବି — ମଲ୍ଲଭୂମିରେ ଲମ୍ବ ଭାବରେ ପୋତା ହୋଇଥିବା କାଠ ଖୁଣ୍ଟ, ଯାହାକୁ ମଲ୍ଲ— ମାନେ ବାହୁ ଦ୍ୱାରା ଆଘାତ କରନ୍ତି; ମାଲଖୁମ୍ବ — A perpendicular piller in a gymnasium against which the athletes strike their arms
- ଦେ. ବି — ଋଋ ବେନି କ୍ଷର ତହିଁ ଠିଆ—ବାହି—ଦଣ୍ଡା। ପ୍ରାଚୀ. ବ୍ରହ୍ମନିରୂପଣ ଗୀତା।