ଠିଆ ପୁଚି Ṭhiā puchi
- ଦେ. ବି — ଯୁବତୀ ଓ ବାଳିକାମାନେ ଠିଆ ହେବା ଅବସ୍ଥାରେ ଅର୍ଥାତ୍ ଚାଲି ଚାଲି ଯେଉଁ ପୁଚି ଖେଳ ଖେଳନ୍ତି — A frisking dance danced by girls in a standing posture
- ଦେ. ବି — ଠିଆ ପୁଚି ନାରଙ୍ଗ, ଗୋଡ଼ ଦିଓଟି ସାରଙ୍ଗ—ପୁଚିଗୀତ ।
- ଦେ. ବି — [ଦ୍ର—ବାଳିକାମାନେ ବସି ବସି ପୁଚି ଖେଳ ଖେଳନ୍ତି ଓ ଠିଆ ହୋଇ ବା ଚାଲି ଚାଲି ମଧ୍ୟ ପୁଚି ଖେଳନ୍ତି।]