ଠିଆ ପାଲା Ṭhiā pālā
- ଦେ. ବି — ଯେଉଁ ସତ୍ୟନାରାୟଣ ବା ସତ୍ୟପୀର ପୂଜାରେ ପୂଜକମାନେ ଠିଆ ହୋଇ ବା ନାଚି ନାଚି ପାଲା ବୋଲନ୍ତି — The chanting of pālā songs by a band of musicians while standing or dancing
- ଦେ. ବି — [ଦ୍ର—ସତ୍ୟନାରାୟଣ ପୂଜାର ପାଲା ବା ଗୀତକୁ ବସି କରି ପୋଥିଦ୍ୱାରା ବୋଲିବାକୁ 'ପୋଥିପୂଜା' ଓ ନାଟ କରି ବୋଲିବାକୁ 'ଠିଆପାଲା' ବା 'ଠିଆପୂଜା' ବୋଲାଯାଏ।]