ଠିଆ ପହଁରା Ṭhiā pahañrā
- ଦେ. ବି — ପାଣିରେ ଠିଆ ହେବା ବାଗରେ ପହଁରିବା — A dexterous mode of swimming with the legs in a standing position
- ଦେ. ବି — ଠିଆ ହୋଇ ଘର ଦ୍ୱାର ଛାଞ୍ଚୁଣିଦ୍ୱାରା ସମ୍ମାର୍ଜନ କରିବା ବା ଓଳାଇବା — Sweeping a place while standing. i.e. without stooping low
- ଦେ. ବି — [ଦ୍ର—ନଇଁ କରି ନ ଓଳାଇଲେ ଛାଞ୍ଚୁଣି ଆଦି ପୂର୍ଣ୍ଣରୂପେ ଭୂମିରେ ଲାଗେ ନାହିଁ।]