ଠିଆ ଠିଆ ହେବା Ṭhiā ṭhiā hebā
- ଦେ. କ୍ରି — ଅନିଚ୍ଛା ବା ଆଳସ୍ୟ ବଶତଃ କୌଣସି କାର୍ଯ୍ୟ ନ କରି ଠିଆ ହୋଇ ବିଳମ୍ବ କରିବା — To delay in doing a work (due unwillingness or laziness) by halting and standing at intervals
- ଦେ. କ୍ରି — ଚାଲିବା ବେଳେ କାହାକୁ ଅପେକ୍ଷା କରି ଚାଲିବା; ମଝିରେ ରହି ରହି ଗତି କରିବା — To loiter during walk; to walk with frequent halts