ଠାରୁମୁଁଡ଼ା Ṭhāru-muñṟḍ̠ā

  • ପ୍ରାଦେ. (ସମ୍ବଲପୁର) ବିଣ. ପୁଂ — ଚନ୍ଧାମୁଣ୍ଡିଆ; ଟାଙ୍ଗରା — Bald-headed
  • ପ୍ରାଦେ. (ସମ୍ବଲପୁର) ବିଣ. ପୁଂ — ଠାରୁମୁଁଡ଼ା ଠେଁକେ ତେଲ୍। ଶିଶୁ ପରିହାସ।