ଠାବ ଠାବକେ Ṭhāba Ṭhāba-ke

  • ଦେ. (ପଦ୍ଯ) ଅ — ସ୍ଥାନେ ସ୍ଥାନେ; କେତେ ସ୍ଥାନରେ — At some places
  • ଦେ. (ପଦ୍ଯ) ଅ — ଠାବ ଠାବକେ ଦେଖ ଶ୍ୟାମ ଅଟକି ସପ୍ତଚ୍ଛଦ ପ୍ରସୂନେ ଶବଳ ଛବି। ରାଧାନାଥ. ତୁଳସୀ ସ୍ତବକ।