ଠାପୋଇବା Ṭhāpoibā

  • ଦେ. କ୍ରି — ବାହାନା କରିବା; ଛଟା ଗାଳିବା — To feign; to plead excuses for being exempted from work
  • ଦେ. କ୍ରି — ଛୋଟେଇ ଛୋଟେଇ ଚାଲିବା — To limp