ଠାଣେଦାର Ṭhāṭedāra

  • ଦେ. ବି (ହି. ଥାନେଦାର୍ରୁ ଅନୁକୃତ) — ଥାନାଦାର୍; ଥାନାର ଭାରପ୍ରାପ୍ତ ଅଫିସର — The officer in charge a police- station
  • ଦେ. ବି (ହି. ଥାନେଦାର୍ରୁ ଅନୁକୃତ) — (ଲକ୍ଷଣାର୍ଥ) ପରାକ୍ରମଶାଳୀ ବ୍ଯକ୍ତି — (figurative) A mighty or powerful person
  • ଦେ. ବିଣ — ପରାକ୍ରମଶାଳୀ — Mighty; powerful
  • ଦେ. ବିଣ — ଠାଣେଦାର ରଣରଣ ଠୋ କରି ନେବ ପ୍ରାଣ। କବିସୂର୍ଯ୍ୟ. ସଙ୍ଗୀତ।