ଠାକୁରାଣୀ ଯାତ୍ରା Ṭhākurāṇī j̄ātrā
- ପ୍ରାଦେ. (ଗଞ୍ଜାମ) ଚି — ଫାଲ୍ଗୁନ ଶୁକ୍ଳ ଦ୍ୱିତୀୟାଠାରୁ ଚୌତ୍ରମାସ ଶେଷପର୍ଯ୍ୟନ୍ତ କରାଯିବା ଉତ୍ସବ — A festival begun on the 2nd day of the bright fortnight of Fāl-guna
- ପ୍ରାଦେ. (ଗଞ୍ଜାମ) ଚି — [ଦ୍ର—ଏହି ଉପଲକ୍ଷରେ ଗୋଟିଏ ଶୁଭସ୍ତମ୍ଭ ପୋତାଯାଏ। ବିଶେଷତଃ ଚୈତ୍ର ମାସର ସବୁ ମଙ୍ଗଳବାରରେ ତାରା ତାରିଣୀ ଆଦି ଦେବୀଙ୍କ ନିକଟରେ ପୂଜା ଓ ପଶୁ ପକ୍ଷୀ ଆଦି ବଳି ଦିଆଯାଏ।]