ଠାକୁର ଦେବତା Ṭhākura debatā

  • ଦେ. ବି. (ଏକାର୍ଥବୋଧ ସହଚର ଶବ୍ଦ; ସଂ. ଠକ୍କୁର+ଦେବତା) — ଦେବାଦେବୀ; ଦିଅଁ ଦେବତା — Deities (in general)
  • ଦେ. ବି. (ଏକାର୍ଥବୋଧ ସହଚର ଶବ୍ଦ; ସଂ. ଠକ୍କୁର+ଦେବତା) — (ଯଥା—ପିଲାଏ ଏବେ ଅଙ୍ଗ୍ରେଜୀ ପାଠ ପଢ଼ି ଆଉ ଆମ ଠାକୁର ଦେବତାଙ୍କୁ ମାନିଲେ ନାହିଁ।)