ଠାକରା ବସେଇବା Ṭhākarā baseibā
- ଦେ. କ୍ରି — ଯେଉଁଠାରେ ଚୁଲି ନ ଥାଏ ସେହିଠାରେ ହାଣ୍ଡି ରଖିବା ନିମନ୍ତେ 3 ଖଣ୍ଡ ଟେଳା ରଖି ଦେଇ ତା ଉପରେ ହାଣ୍ଡି ବସାଇ ରୋଷେଇ କରିବା — ଯେଉଁଠାରେ ଚୁଲି ନ ଥାଏ ସେହିଠାରେ ହାଣ୍ଡି ରଖିବା ନିମନ୍ତେ3ଖଣ୍ଡ ଟେଳା ରଖି ଦେଇ ତା ଉପରେ ହାଣ୍ଡି ବସାଇ ରୋଷେଇ କରିବା—. To cook by provisionally setting up an oven on three clods of earth or stone
- ଦେ. କ୍ରି — ଖାଦ୍ୟାଦି ରାନ୍ଧିବା — To cook one's food