ଠାଏ Ṭhāe

  • ଦେ. ଅ — (ଅମୁକ) ସ୍ଥାନରେ — At (a place); in
  • ଦେ. ଅ — ଏଣୁ ପରମ ଆତ୍ମା ପ୍ରାୟେ, ଉଦାସୀ ମତେ ସର୍ବଠାଏ— ଜଗନ୍ନାଥ. ଭାଗବତ।
  • ଦେ. ଅ — ଏକ ସ୍ଥାନରେ — At one place, at a certain place
  • ଦେ. ଅ — ଏକଠା ହୋଇଣ ବସିଲେ ଠାଏ ଆସି—କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ଅ — (ଅମୁକ) ସ୍ଥାନକୁ — To (a place)
  • ଦେ. ଅ — କେଶିଧ୍ୱଜରଠାରୁ ଭୟେ, ପଳାଇ ଗଲା ଥାନ ଠାଏ— ଜଗନ୍ନାଥ. ଭାଗବତ।
  • ଦେ. ଅ — ( 7 ମୀ ବିଭକ୍ତି ପ୍ରତ୍ୟୟ) ଠାରେ — (7ମୀ ବିଭକ୍ତି ପ୍ରତ୍ୟୟ) ଠାରେ— . (a suffix donoting) In; at