ଠାଏଁ ଠାଏଁ Ṭhāeñ ṭhāeñ

  • ଦେ. କ୍ରି. ବିଣ — ସ୍ଥାନେ ସ୍ଥନେ; ଭିନ୍ନ ଭିନ୍ନ ସ୍ଥାନରେ — At different places
  • ଦେ. କ୍ରି. ବିଣ — ଗୁହାରି ଶୁଣନ୍ତି ଯେ ଠାଏ, ପଛ ଚରଣ ଆଗ ନୋହେ— ଭୂପତି. ପ୍ରେମପଞ୍ଚାମୃତ।
  • ଦେ. କ୍ରି. ବିଣ — କେତେକ ସ୍ଥାନରେ — At some places
  • ଦେ. କ୍ରି. ବିଣ — ଅନେକ ସ୍ଥାନରେ — At many places