ଠାଇଁ Ṭhāiñ

  • ଦେ. ବି (ସଂ. ସ୍ଥାନ) — ସ୍ଥାନ — Place
  • ଦେ. ବି (ସଂ. ସ୍ଥାନ) — ଦିଗ — Direction
  • ଦେ. ବି (ସଂ. ସ୍ଥାନ) — ଏବେ ଧାଇଁଅଛନ୍ତି କ୍ରୋଧରେ ମୋ ଠାଇଁ କି— କୃଷ୍ଣସିଂହ. ମହାଭାରତ. ବନ।
  • ଦେ. ବି (ସଂ. ସ୍ଥାନ) — ଶୂଦ୍ର ସମାଜରେ ବିଧବାର ଦ୍ୱିତୀୟ ବିବାହ; ଥୁଆଥୋଇ; ଦୁତିଅ ହେବା ପ୍ରଥା — The custom of widow-marriage among the Ṡūdras
  • ଦେ. ବି (ସଂ. ସ୍ଥାନ) — ଆଶ୍ରୟ — Shelter
  • ଦେ. ବି (ସଂ. ସ୍ଥାନ) — ପାଉ ଅଭାଗିନୀ ଠାଇଁ ତୋ ବକ୍ଷେ— ନନ୍ଦକିଶୋର. କୃଷ୍ଣକୁମାରୀ।
  • ଅ (ସଂ. ସ୍ଥାନେ) ଠାରେ — In, it
  • ଅ (ସଂ. ସ୍ଥାନେ) ବ୍ରହ୍ମା କହିଲେ ସେ ବିଷ୍ଣୁଙ୍କ ଠାଇଁ—ପ୍ରାଚୀ, ପରଚେଗୀତା।